ଏପ୍ରିଲ ୨୩ରୁ ମାନବ ଉପରେ କୋଭିଡ-୧୯ ଟୀକା ପରୀକ୍ଷା ଆରମ୍ଭ କରିବ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ: ସ୍ୱାସ୍ଥ୍ୟ ସଚିବ

ଲଣ୍ଡନ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ସମ୍ଭାବ୍ୟ କୋଭିଡ-୧୯ର ପ୍ରତିଷେଧକ ବା ଟୀକାର ମଣିଷ ଉପରେ ପରୀକ୍ଷଣ ଆସନ୍ତା ଏପ୍ରିଲ ୨୩ ଗୁରୁବାର ଠାରୁ ଆରମ୍ଭ ହେବ ବୋଲି ବ୍ରିଟେନ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି। ଗତ ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏକ ସୁପରଫାଷ୍ଟ ଟୀକା ପ୍ରସ୍ତୁତି ନେଇ ପ୍ରତିଶୃତି ଦେଇ କହିଥିଲେ ଯେ, ଏହି ଟୀକା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ। … Continue reading ଏପ୍ରିଲ ୨୩ରୁ ମାନବ ଉପରେ କୋଭିଡ-୧୯ ଟୀକା ପରୀକ୍ଷା ଆରମ୍ଭ କରିବ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ: ସ୍ୱାସ୍ଥ୍ୟ ସଚିବ